ସରବ୍‌ନାଶ୍‌

ଓଡ଼ିଆ ସାହିତ୍ୟ

ସରବ୍‌ନାଶ୍‌
ସାହିତ୍ୟ ଗଣିତ୍‌ ବିଜ୍ଞାନ୍‌ ଭୂଗୋଲ୍‌ ରାଜ୍‌ନୀତି ଇତିହାସ୍‌ ଘୁଷି ମନେ ରଖି ପରୀକ୍ଷା ସବୁ କରିଥିଲେଁ ଭିଲ୍‌ ପାସ୍‌ ପିଲେ ଟିକେ ବଡ଼୍‌ ହେଲେଁ ବନୁଛନ୍‌ ଲୁଭୀ ଆରୁ ବଦ୍‌ମାସ୍‌ ଇନ୍‌ତା ଶିକ୍ଷା ମିଲୁଛେ ବଲି ତ ହଉଛେ ସରବ୍‌ନାଶ୍‌ କଲା ବିଟ୍‌ବିଟ୍‌ ଅଂଧାରେଁ କାଇଛେ ଅବ୍‌ଗା ଜ୍ଞାନର୍‌ ପ୍ରକାଶ୍‌ ? ମୁନୁଷ୍‌ପନିଆ ବିହୀନ୍‌ ଜ୍ଞାନୀକେ ନାଇଁ କରିହୁଏ ବିଶ୍ବାସ୍‌ କେନ୍‌ସି ଠାନେ ଶାଂତି ନାଇନ ଧର୍‌ତୀ ପାହାଡ଼୍‌ ଆକାଶ୍‌

What's Your Reaction?

like

dislike

love

funny

angry

sad

wow