ସର୍ବମଂଗଲ୍‌କାରୀ

ପ୍ରକୃତି ସାଂଗେ ଲାଗ୍‌ବାର୍‌ଟା ମୁନୁଷ୍‌ ମାନ୍‌କର୍‌ ଦୋଷ୍‌ ମାଡ଼୍‌ ପାଏଲେ ଦେଖାସି ପ୍ରକୃତି ନିଜର୍‌ ଅସଂତୋଷ୍‌ ଶଁପା କୁଟା ନୁହେସେ ଇଟା ଅବ୍‌ଗା ଚେତାବନୀ ଭଲ୍‌ ଗତି ନାଇଁ ଇ କଥାକେ ନାଇଁ ପାର୍‌ଲେ ମାନି ଜାନି ପାସ୍‌ରିଲେ ଯାହା ହେବା କଲ୍‌ପନାର୍‌ ବାହାର୍‌ କେହି ସାହା ନାଇଁହୁଏ ଇନ ସତେଁ କେଭେଁ କାହାର୍‌ ଯାହାର୍‌ ଠାନୁ ନେଇଛୁଁ ଲୁଟି ତାକେ ଦଉଁ ଫିରେଇ ରହିଥାଉଁ ମାଆ ପ୍ରକୃତିର୍‌ ଦାନ୍‌ ଛିନି ପାଇ ଜଂଗଲ୍‌କେ ଗଛ୍‌ ଦଉଁ ନଏଦ୍‌ ମାନ୍‌କୁଁ ପାନି ଖାଦାନ୍‌ ଗାଡ଼୍‌ ତୁପି ଦଉଁ ମାଏଟ୍‌ ହେବା ଧନୀ ଏତ୍‌କି କାମ୍‌ ଆଘୋ ସାରୁଁ ନାଇଁକରି ବିରୋଧ୍‌ କଲ୍ୟାଣୀ ଧରିତ୍ରୀ ନାଇଁ ନିଏ ପ୍ରତିଶୋଧ୍‌ ପରଂପରା ବଏଲେ ନୁହେ ଯାତ୍‌ରା ଆରୁ ମେଲା ନିର୍ମଲ୍‌ ଜୀବନ୍‌ ଧାରା ପର୍‌ଛା ଶୃଂଖଲା ସେହି ରକ୍‌ମେ ଇ ଜୀବ୍‌ନର୍‌ ରଂଗ୍‌ ଢଂଗ୍‌ ଧରି ରହି ଶିଖୁଁ ଆରୁ ହଉଁ ସର୍ବମଂଗଲ୍‌କାରୀ

What's Your Reaction?

like

dislike

love

funny

angry

sad

wow