ଆ ବାହାରି

ଆ ବାହାରି
କାଁଯେ ସବୁନୁ ଛଡ଼େଇ ହେଇ ଅଁଧାରେ ଥିସୁ ପଡ଼ି ଦର୍ପନ୍ ତୁଇ ଆ ବାହାରି ଉକିଆ ଯିବା ବଢି ସକାଲ୍ ହେଲାନ ଫେର୍ ବି ଉକିଆ ନାଇଁପାରେ କାହିଁ ଢୁକି ତୋତେ ଦେଖି ଘାଏ ଉସତ୍ ହେବାକେ ସଭେ ରହିଛନ୍ ଟାକି କେହି ନାଇଁ ବଲି ମୁଇଁ ଆସିଛେଁ ଇଛେନ୍ ତୋତେ ଡାକି ଆ ବାହାରି ସଂସାର୍ ମଏଧେଁ କିଛି ନାଇଁରହେ ବାକି

What's Your Reaction?

like

dislike

love

funny

angry

sad

wow