ନଅ ଛଅ କି ନ ଛ ?

ନରୁ ଛ ନେଇଗଲେ ଫେଡ଼ି ତିନୋଟି ରହିଥାଏ ପଡ଼ି ନଅ ଓ ଛଅରୁ ଅ ତଡ଼ି ଭାଷାକୁ ଦେଇଛୁଁ ବିଗାଡ଼ି ତିନିକୁ ତିନୋ ବୋଲି କହୁଁ ଯେ ଯାହା କହିଲେ ବି ସହୁଁ ବହୁ ପ୍ରକାର ବ୍ୟତିକ୍ରମ ମନରେ ଉପୁଜାଏ ଭ୍ରମ ଏ ଭାଷା ମୂଳତଃ ଉତ୍ତମ ସର୍ବ ଭାବ ପ୍ରକାଶକ୍ଷମ ହେଲେ ହେଁ ଲୋକେ ଅତ୍ୟାଚାରୀ ସ୍ବଭାଷା ଦେଉଥାଂତି ମାରି ଦିଶୁନି ସମୂହ ଶୃଂଖଳା କଥା ଓ ଲେଖା କାମଚଳା ଲୋକଂକ ଏହି ଆଚରଣ ଭାଷା ମର୍ଯାଦା କରେ କ୍ଷୁଣ୍ଣ

What's Your Reaction?

like

dislike

love

funny

angry

sad

wow