କେମିତି ଲେଖିଲେ ହେବ ?

ପ୍ରାଚ୍ଚୀନ୍ନ ଶାସ୍‌ତ୍ରିଅ ସଂବୃଦ୍ଧ ଭାଶା ପ୍ରାଚୀନ ଶାସ୍ତ୍ରୀୟ ସମୃଦ୍ଧ ଭାଷା ବୃହତ୍ତ ହେଲେବି ନଜାଗେ ଆସା ବୃହତ୍‌ ହେଲେ ବି ନ ଜାଗେ ଆଶା ତେମେ ଯଦି ଦବ ସେ ନିଶ୍ଚେଁ ନବ ତୁମେ ଯଦି ଦେବ ସେ ନିଶ୍ଚେ ନେବ ତାହାଲେ କୁହତ କିମିତି ହବ ତାହେଲେ କହ ତ କେମିତି ହେବ ତାପେଇଁ ଦିଓଟି କଦଳି ଥେଲା ତା ପାଇଁ ଦୁଇଟି କଦଳୀ ଥିଲା ଆପେ ଖାଇଲା କି କାକୁ ଖୋଇଲା ଖୁଆଇଲା କି ସେ ନିଜେ ଖାଇଲା ଗାଁରେ ତା ମାକୁ ହେଇଚି ଜର ଗାଆଁରେ ମାଆକୁ ହୋଇଛି ଜର ଭୋରୁ ଯିବାପେଇଁ ସେ ତରତର ଭୋର୍‌ରୁ ଯିବାକୁ ସେ ତରତର ଶୁଣେ ଶୁଣେ... ବିଲି କହିଲି ମୁହିଁ ଶୁଣ୍‌ ଶୁଣ୍‌... ବୋଲି କହିଲି ମୁହିଁ ପଦୁଟିଏ କଥା ଶୁଣିଲା ନାଇଁ ପଦଟିଏ କଥା ଶୁଣିଲାନାହିଁ

What's Your Reaction?

like

dislike

love

funny

angry

sad

wow