ସଂଖ୍ୟା ଉଚ୍ଚାରଣ

'ଏକ' କୁ 'ଏକେ' କିଆଁ କହ 'ପାଂଚ' କୁ 'ପାଂଚେ' କରି ଦିଅ 'ସାତ' କୁ କହୁଥାଅ 'ସାତେ' 'ଆଠ' କୁ 'ଆଠେ' ବା କେମଂତେ ଦୁଇଟି କିପାଇଁ ଦିଓଟି ତିନିଟି କାହିଢ଼ଁକି ତିନୋଟି ନ କହି ଚାରୋଟି ପାଂଚୋଟି ସାତୋଟି ଆଠୋଟି ଦଶୋଟି କହିବା ଚାରିଟି ପାଂଚଟି ସାତଟି ଆଠଟି ଦଶଟି ସଂଖ୍ୟା କହିବା ବୁଝି ଜାଣି ଯୁକ୍ତି ସଂଗତ ଧାରା ମାନି 'ତିନୋ ଚାରୋ' ତ ସଂଖ୍ୟା ନାହିଁ 'ଟି' ତେବେ ଯୋଡ଼ିବା କିପାଇଁ ପରଂପରା ତ ଏ ଭଳିଆ ଭାଷାରେ ଜମିଛି ଅଳିଆ

What's Your Reaction?

like

dislike

love

funny

angry

sad

wow