ଗୁହେର୍‌ କରୁଛେଁ

ଓଡ଼ିଆ ସାହିତ୍ୟ

ଗୁହେର୍‌ କରୁଛେଁ
ଭିନେ ଭାଷା ଯେ କହେଲା ଲେଖ୍‌ଲା ତାର୍‌ ପାଶେଁ ଥିଲେଁ ଜ୍ଞାନ୍‌ ମାଟିସେବା କରି ଡୁଲିନୁ ଯେ ଦାଇ ଆନ୍‌ସି ଧାନ୍‌ ତାକେ କେଭେଁ ଭିଲ୍‌ କେନ୍‌ସି ଠାନେ ନାଇଁଦେତା ଅପମାନ୍‌ ଫରଦ୍‌ ଫର୍‌ଦ୍‌ କାଗଜ୍‌ ଉପ୍‌ରେ ଯାହା ଭିଲ୍‌ ହେଇଛେ ଲେଖା କେନ୍‌ସି ଧାଡ଼ିନ ଚାଷୀର୍‌ ଦରଦ୍‌ ନାଇଁଦେଇ ଘାଏ ଦେଖା ଲୋକ୍‌ ଜମା କରି ଯେନ୍‌ମାନେ ଇନ ଦେଇ ଚାଲିଥିଲେ ଭାଷଣ୍‌ କାହାର୍‌ ଟୁଁଡ଼ୁଁ ନାଇଁ ମୁକ୍‌ଲିଲା ଅବ୍‌ଗା ଚାଷୀର୍‌ କଷଣ୍‌ ବଡ଼୍‌ଭାଗି ଲୋକ୍‌ ମାହାଲିଆ ପାଇ ହେଇଗଲେନ ନିସତ୍‌ ଯେତେ ପାଏଲେଁ ବି କେହି ଘାଏ ଛନେ ନାଇଁହେବାର୍‌ ଇନ ଉସତ୍‌ କେନ୍‌ଠାନୁ ଆନି କେତେ ଦେଇହେବା କେତେ ଦିନ୍‌ ତକ୍‌ ହିସାବ୍‌ କରିଛେ କିଏ ? ଗୁହେର୍‌ କରୁଛେଁ, ଯେ ଯାହା ଜାନିଛନ୍‌ ଜନେଇଦଉନ୍‌ ଘାଏ ସତ୍‌ ଜାନ୍‌ଲେଁ ଯେତେ ଚିଅଉ ନାଇଁକରୁଁ ପର୍‌ବାୟ୍‌ ମାଟିର୍‌ ସେବକ୍‌ ଗରିବ୍‌ ହେଲେଁ ଭିଲ୍‌ କର୍‌ମା ସମ୍‌କୁ ଜୟ୍‌

What's Your Reaction?

like

dislike

love

funny

angry

sad

wow