ତ୍ରାଣକର୍ତା

ତ୍ରାଣକର୍ତା
ବିଧି ପ୍ରଣୟନ ଆଉ ଉଲ୍ଲଂଘନ ଏ ଦେଶରେ ନିୟମିତ ନିତି ବଡ଼ ଦୁଃଖ ସହିବାରେ ଲୋକ ହୋଇଗଲେଣି ଅଭ୍ଯସ୍ତ ତତ୍କାଳ ଅର୍ଜନ କରବା ନିଶାରେ ଲୋକ, ସରକାର ବାଇ ସବୁ ବୁଝିଜାଣି କେହି ତ କାହାକୁ କେବେ ବି ମାନଂତିନାହିଁ ଏତେ ବିଶୃଂଖଳ ଯେଉଁ କାରବାର ତାହାର ଅଂତ ନିଶ୍ଚିତ ଜାଣିଥିଲେ ସୁଦ୍ଧା ଏ ଦେଶରେ ଲୋକ ହୁଅଂତିନି ବିଚଳିତ ଭେଳିକି ଭିତରେ ମଜ୍ଜି ରହିଛି ଏହି ଦେଶର ଜନତା ଯେତେ ଖୋଜିଲେ ବି ମିଳୁନାହିଁ କାହିଁ ଜଣେ ହେଲେ ତ୍ରାଣକର୍ତା

What's Your Reaction?

like

dislike

love

funny

angry

sad

wow