ଥିଲା, ଅଛେ, ହେବା...
ଥିଲା, ଅଛେ, ହେବା... ଇ ତିନ୍ଟା କାଲ୍
ଜନାସନ୍ ପରେ ସମିଆର୍ ହାଲ୍ଚାଲ୍
ଯେ ଭିଲ୍ କାଲ୍କେ
କରିଦେଲା ତିନ୍ ଫାଲ୍
ସିଧା ସର୍ପଟ୍ ବାଟେଁ କୁଡ଼୍ଲା
ଚୁଛେଁ ତିନ୍ଟା ଖାଲ୍
ଜବାବ୍ ନାଇନ, ପଚ୍ରା ହଉଛେ ସବାଲ୍
ଲୁକେ ବନିଛନ୍ ସୁଖର୍ ଦୁଖର୍ ଦଲାଲ୍
ଇ ସବୁକେ ଯଦି ବିଶ୍ବାସ୍
କରୁଥିମା ଆଲ୍ମାଲ୍
ମନର୍ ଶାଂତି କାହିଁ ମିଲ୍ବା
ହେଇ ଯାଇଥିବା ଦୁକାଲ୍
ରୋଜ୍ ହେସି ଇନ ନୂଆଁ ନୂଆଁ ସକାଲ୍
ରାତିର୍ ସପନ୍ ଗଲାନ ଉଭି
ସତ୍ ହେବା କେଭେଁ ଭାଲ୍