ନାଇଁଯାଏଁ ଠାନ୍‌ ଛାଡ଼ି

ସଭେ ସମସ୍ତେ ସମାଜ୍‌ ବଏଲେ ଲାଗ୍‌ବା ଯଦି ଭଲ୍‌ କରୁଥିମି ଚିଂତା, ହେମି ବିତ୍‌ବିତା ନାଇଢ଼ଁମିଲେ କିଛି ଫଲ୍‌ ହଉଥିମି କଲ୍‌ବଲ୍‌ ମୁଇଁ ଆଏଁ ସାନ୍‌, ମୋର୍‌ କୁଡ଼ିଆ ସାନ୍‌ ଚାର୍‌ହିଆଡ଼େ ମୋର୍‌ ଗଛ୍‌ ସବୁ ବଡ଼୍‌ ବଡ଼୍‌ ମୋତେ ଜଗିଛନ୍‌ ହର୍‌ଘଡ଼ି ଇନ ଡର୍‌ ନାଇଁଲାଗେ ଆଏଲେ ମିଶେ ଝଡ଼୍‌ ଜଂଗଲ୍‌ ଭିତ୍‌ରେ ଏକ୍‌ଲା ମୁନୁଷ୍‌ ରହିଛେଁ ପରେ ପଡ଼ି ସବୁଠାନେ ମୋତେ ପ୍ରଭୁ ଦିଶ୍‌ସନ୍‌ ନାଇନ ଇନ ଗୁଡ଼ି ଫଲ୍‌ ମୂଲ୍‌ କଂଦା ଯାହା ଦେସି ଗଛ୍‌ ଆନ୍‌ସିଁ ତୁଲି ବେଟି ଖୁଲା ପାଦେଁ ମୁଇଁ ଡଂଗର୍‌ ଚଢ୍‌ସିଁ ନାଇନ ସାରେ ଚଟି ନାଇଁଯାଏଁ ମୁଇଁ ଇ ଠାନ୍‌ଟା କେଭେଢ଼ଁ ଦିନେ ବି ଛାଡ଼ି ଆଏଲେ ଆସୁ ବହ୍ୟା ପବନ୍‌ ବନିକରି ଧୁକା ଗର୍‌ଡ଼ି

What's Your Reaction?

like

dislike

love

funny

angry

sad

wow