ସବୁ ଚମତ୍କାର

ଯାହା ଦେଖ୍‌ଲେ ପଢ୍‌ଲେ ଶୁନ୍‌ଲେ ସବୁ ଅତି ସୁଂଦର୍‌ ଯେ କହେସି ବୁଝି ସାରିଥିବା ନିଶ୍‌ଚେ ସେଥିର୍‌ କଦର୍‌ ହେଥିର୍‌ଲାଗି କରିଚାଲିଥିସି ସବୁ କାମ୍‌କେ ଆଦର୍‌ ଯାହା ହେଇଥାଉ କହେସି ଜରୁର୍‌ ବଣିହାଁ ଚମତ୍କାର୍‌ ଇନ୍‌ତା ରସିଆ ଗହକି ଅଛନ୍‌ ଆରୁ କାଣା ଦର୍‌କାର୍‌ ? ସଭେ ସମ୍‌କୁଁ ପର୍‌ଶଁସା କରୁଁ ଭାଷା ହେଇଯିବା ଟେକି ପୁଲ୍‌ଚି ଧାନ୍‌ ଟୁପା ଟୁପା ଭରି କୁଟୁଥାଉଁ ଇନ ଢେଁକି ସତ୍‌ କହେଲେ ଲାଜେଁ ଡରେଁ କେନ ପାର୍‌ମା ଲୁକି ?

What's Your Reaction?

like

dislike

love

funny

angry

sad

wow