ଲେଖ ଦେଖ ଶିଖ

ଲେଖ ଦେଖ ଶିଖ
ଯତ୍କିଞ୍ଚିତ୍..... ଯ ତ୍ କିଂ ଚି ତ୍ ହୃତ୍କମ୍ପ ..... ହୃ ତ୍ କଂ ପ ସର୍ଚ୍ଚାର୍ଯ୍ୟ .... ସ ର୍ ଚା ର୍ଜ୍ ପ୍ଲଷ୍ଟୁ .... ପ୍ଲ ସ୍ ଟୁ ସବ୍ଜାନ୍ତା .... ସ ବ୍ ଜା ନ୍ ତା ସତ୍ମିତ୍ର .... ସ ତ୍ ମି ତ୍ର ହୃଦ୍ରୋଗୀ ... ହୃ ଦ୍ ରୋ ଗୀ ଯେ ଯାହା କରୁଥାଏ ମନ ସେ କରେ ସେପରି ଲିଖନ ଆଗପଛକୁ ନାହିଁ ଧ୍ୟାନ ତେଣୁ ତ ଏ ଭାଷା ବିପନ୍ନ ହାତରେ ଅଛି ସମାଧାନ ତେବେ ବି ସର୍ବେ ଉଦାସୀନ ଙ ସହିତ କ ଯୋଡ଼ିଲେ ଙ୍କ ହୁଏ ଅନୁସ୍ବାର ପରବର୍ତୀ ବର୍ଣ ସ୍ବାଧୀନ ହୋଇ ରହେ ଅଳଂ ଅହଂ ହୁଂ ସ୍ବୟଂ ଏବଂ ବରଂ ଇତ୍ୟାଦିରେ ତ ଙ ଆଦୌ ନାହିଁ ତେଣୁ ଅଳଂକାର ଅହଂକାର ହୁଂକାର ସ୍ବୟଂବର ଏବଂବିଧ ବରଂଚ ... ହିଁ ବିଧିବଦ୍ଧ ବନାନ

What's Your Reaction?

like

dislike

love

funny

angry

sad

wow