ସୁପ୍ରଚଳିତ ଧାରା

ଆପଣ ଖାଆଂତୁ ଗାଆଂତୁ ପାଆଂତୁ ଯାଆଂତୁ ତୁ ଖାଆ ଗାଆ ପାଆ ଯାଆ ତୁମେ ଖାଅ ଗାଅ ପାଅ ଯାଅ ଏହି ସୁପ୍ରଚଳିତ ଧାରା ଏବେ ତ ସଂପୂର୍ଣ ପାସୋରା ଭାଷାକୁ ଖିନ୍‌ଭିନ୍‌ କରି ସତେ କି ଲୋକେ ଦେବେ ମାରି ? ଖାଂତୁ ଗାଂତୁ ଓ ପାଂତୁ ଯାଂତୁ ନୋହିଲେ କାହିଁକି ଚଳାଂତୁ ? ଶବ୍ଦରୁ କଲେ ବର୍ଣ ନାଶ ସ୍ବଭାଷୀ ପାଆଂତି ସଂତୋଷ ଆ ବର୍ଣ କରିନାହିଁ ଦୋଷ ଅହେତୁକ ଏ ବର୍ଣ ହ୍ରାସ ଅଜ୍ଞାନ ଛାଡ଼େ ଦୀର୍ଘଶ୍ବାସ ଦେଖି ଜ୍ଞାନୀଂକ ଦୁଃସାହସ

What's Your Reaction?

like

dislike

love

funny

angry

sad

wow