ସୋର୍‌ କରୁଛେଁ

ଓଡ଼ିଆ ସାହିତ୍ୟ

ସୋର୍‌ କରୁଛେଁ
ସୋର୍‌ କରୁଛେଁ ବଡ଼ା ଦୂରେଁ ଥାଇ ଜ୍ୟୋତିର୍ମୟୀର୍‌ ଫକ୍‌ ପଁର୍‌ରା ଭେଶ୍‌ ଶୁଭ୍ରବେଶିନୀ ମାଫ୍‌ କରିଦେବା କରୁଣା ନାଇଁହୁଏ ଶେଷ୍‌ କପ୍‌ଡ଼ା ମଏଲା ହେଇଗଲେଁ ଦେସୁଁ ସାବୁନ୍‌ ପାନିଥିଁ କାଚି ଜାଂଗଲ୍‌ ମନ୍‌ ପୁହୁରା ହେଲେଁ ଭିଲ୍‌ ଜୀବ୍‌ଧାରୀ ଥିସୁଁ ବଁଚି ଇନ୍‌ତା ଇନର୍‌ ଚଲନ୍‌ ବେଭାର୍‌ କେତେ କେତେ ଯୁଗ୍‌ ଧରି ପାପ୍‌କରା ଆରୁ ପାପ୍‌ଧୁଆ କାମ୍‌ ନାଇଁ ପାର୍‌ବାର୍‌ ସାରି ତିଥି ଲଗନ୍‌ ଜାନି ଗାଧ୍‌ସୁଁ ବୁଡ଼୍‌ସୁଁ ଦେବ୍‌ ଦର୍ଶନ୍‌ କରି ପାପ୍‌ ଇ ସଂସାରେଁ ଜିଇଁ ରହିଥିସି ପାପୀ ଯାଏସି ମରି ଗୁଟେ ପାପୀ ମଲେଁ ଗୁହୁଡ଼େ ପାପୀ କେନୁ ପଡ଼୍‌ସନ୍‌ ବାହାରି ? ସୋର୍‌ ନାଇଁପଡ଼େ କାହାରି ଜ୍ୟୋତିର୍ମୟୀ ଗୋ ସୋର୍‌ ପକେଇ ଦେ କରୁଛେଁ ତୋତେ ଗୁହାରି ମୁନୁଷ୍‌ ଜାଏତ୍‌କେ ଜିତେଇ ଦେ ଘାଏ ନାଇଁଯାଉ ଆରୁ ହାରି

What's Your Reaction?

like

dislike

love

funny

angry

sad

wow