ଆମର ପ୍ରଶାସକ

ଯାହା ବି ବାସ୍ତବ ସର୍ବଜଣା ସତ ତାହା ମାନିବାକୁ ମନ କାହିଁକି କେବେ ବି କରି ପାରଂତିନି ଆମ ପ୍ରଶାସକଗଣ ? ଲୋକଂକଠାରୁ ମିଳୁଥିବା ଧନ ବେତନ ରୂପେ ଗ୍ରହଣ କରୁଥିଲେ ସୁଦ୍ଧା ଲୋକସମୂହକୁ ଦିଅଂତିନାହିଁ ଧ୍ୟାନ ଦୁର୍ଗ ଭଳି ବହୁ କାର୍ଯସ୍ଥଳୀ ଗଢି ଭିତରେ ରହଂତି ଲୁଚି ଯେତେ ଚାହିଁଲେ ବି ଦୁଃଖଭୋଗୀ କେହି ପାରେନା ସେଠି ପହଂଚି କାହିଁକି ଏମାନେ ସକଳ କ୍ଷମତା ସଂପଦ ସୁବିଧା ଧରି କେବେ ବି କାହାର କୌଣସି ସମସ୍ୟା ପାରଂତିନି ଠିକ୍‌ କରି ? ଲୋକଆଶା ଲୋକଭାଷା ଛାଡ଼ି ଦେଇ ପର ଭାଷାର ସ୍ତାବକ ବେତନଗ୍ରାହୀ ନିଯୁକ୍ତ ସେବକ ବୋଲାଂତି ପ୍ରଶାସକ ?

What's Your Reaction?

like

dislike

love

funny

angry

sad

wow