କ ଚ୍ ରା

କ ଚ୍ ରା
ଯାହା ଯେତେ ଥିଲା ମୋର୍ ପିଲାଦିନେ ନାଇନ କିଛି ଏଭେଁ ଯାହା ଯେତେ ଅଛେ ଇଛେନ୍ ଇଠାନେ କାଁଯେ ଜଗିଥିମି ଲୁଭେଁ ? ଘିନି ଆନିକରି ପକେଇ ରଖ୍ସୁଁ ଯାହା ବି ଜିନିସ୍ ଦରବ୍ ବୁଝି ନାଇଁହୁଏ କାଁଯେ କାହାର୍ ଫୁଲି ଯାଏସି ଗରବ୍ ରଖିଥିସୁଁ ଯେତେ ଯତନ୍ କରି ସତେ ସେନୁ କେତେ କ ଚ୍ ରା ଫିକିଦେଲେ ଭିଲ୍ କାମ୍ ଚଲୁଥିବା କାଁକରି ପ ଚ୍ ରା ଉ ଚ୍ ରା ଜ ଗ୍ ଡ଼ା କ ଚ୍ ରା ଫିକିଦେବାକେ ନାଇଁହୁଏ ଯଦି ମନ୍ ଜୀବ୍ହୀନ୍ ଏତେ ଜିନିସ୍ ଲାଗି ଦୁଖେଁ କଟୁଥିସି ଜୀବନ୍

What's Your Reaction?

like

dislike

love

funny

angry

sad

wow