ଅ ନ ନ୍ୟ ମ ଣି ଷ

ଅ ନ ନ୍ୟ   ମ ଣି ଷ
ସାହସ ଅଟଇ ଅତି ସ୍ବାଭାବିକ ଭୀରୁତା ପାଳକ ଲୋକ ସାମାଜିକ ସହଜାତ ଗୁଣ କରଇ ବର୍ଜନ ପାଇବା ନିମଂତେ ଜନ ସମର୍ଥନ ସମାଜର ସର୍ତ ମାନି ଚଳୁଥିଲେ ଅନନ୍ୟ ମଣିଷ ମିଶିଥାଏ ଦଳେ ଦଳ କରିଥାଏ ବ୍ଯକ୍ତିତ୍ବ ବିନାଶ ସ୍ବାଭାବିକ ଗୁଣ ପାଏନା ପ୍ରକାଶ ବାସ୍ତବତା ଯହିଁ ସଦା ଲୁକ୍କାୟିତ ସଂଭବ ହୁଏନା ବିକାଶ କି ହିତ କୋଟିଏ ତୁଂଡରେ ଉଚ୍ଚାରିତ ନାମ ସୃଷ୍ଟି କରିଥାଏ ତ୍ରାଣକାରୀ ଭ୍ରମ ଏକୁଟିଆ ଲୋକ କରେ ଯେଉଁ କାମ ସବୁବେଳେ ହୁଏ ତାହା ସର୍ବୋତ୍ତମ

What's Your Reaction?

like

dislike

love

funny

angry

sad

wow