ଏକାକୀ ଚାଲିଲେ

ଏକାକୀ  ଚାଲିଲେ
ଏକାକୀ ଚାଲିଲେ ହାଲିଆ ନ ହୋଇ ଠିକ୍ ଠାବେ ହୁଏ ପହଂଚି ସେଠି ନ ଅଟକି ଆଗକୁ ଗଲେ ଆନଂଦେ ହୁଏ ବଂଚି ସବୁ ଛାଡ଼ି ଜୀବ ନିଶ୍ଚେ ଚାଲିଯିବ କିଛି ପାରିବାନି ସଂଚି .................... ଏ କ୍ ଲା ଚା ଲ୍ ଲେ ନାଇଁହେଇ ଅଥା ଠିକ୍ ଠାନେ ହେସି ପହଁଚି ସେନ ନାଇଁରହି ଆ ଗ୍ କେ ଗଲେ ସୁଖେ ରହେମା ବଁଚି ସବୁ ଛାଡ଼ି ଜୀବ୍ ନିଶ୍ଚେ ଚାଲିଯିବା କିଛି ନାଇଁପାରୁଁ ସଁଚି

What's Your Reaction?

like

dislike

love

funny

angry

sad

wow