ବାପା

ସବୁଠୁ ନିଜର ଅତି ଆପଣାର ଆଶା ବିଶ୍ବାସର ଦୁର୍ଗ। ଯାର ହାତେ ମୋର ହାତମୁଠା ଥିଲେ ବଳଳି ଯାଏ ମୋ ଭାଗ୍ୟ। ଅଭୟ ବରଦ ତୁମରି ଆଶ୍ରୟ ସ୍ବର୍ଗ ସୁଖ ଢାଳିଦିଅ। ନଡିଆ ଖୋଳପା ବାହାର ତୁମର ହୃଦୟ ତରଳ ଘିଅ। କିଛି ନ ଥିଲେବି ତୁମ ପଦେକଥା ହୃଦୟେ ବଢାଏ ଦମ୍ଭ। ଘରର ମୁରବୀ ମେରୁଖୁଣ୍ଟ ତୁମେ ଆଶା ବିଶ୍ବାସର ଖମ୍ବ।

What's Your Reaction?

like

dislike

love

funny

angry

sad

wow