ନିର୍ଯାନ ପଥ ଯାତ୍ରୀ

ଜନ, ଯାନ ହୀନ ପଥ ଧରିଅଛିଁ ହୋଇ ଜଣେ ଯାତ୍ରୀ ନିର୍ଜନ ନିର୍ଯାନ ବାଟେ ଚାଲୁଅଛିଁ ଦିନ ଆଉ ରାତ୍ରି କେହି ବି ନାହିଁ ଆଗରେ ପଛେ ନାହିଁ କେହି ଏକୁଟିଆ ଚାଲିଛିଁ ମୁଁ ଲକ୍ଷ୍ୟମୁଖୀ ହୋଇ ଜାଣେନାହିଁ ଆଉ କେତେ ଚାଲିବାକୁ ହେବ ପଥରେ ପରମାନଂଦ ମିଳିବା ସଂଭବ ପ୍ରତି ପଦକ୍ଷେପ ମୋର ବଢାଉଛି ଶକ୍ତି ଆକାଶ ମାଟିକୁ ଦିଏଁ ନିରଂତର ଭକ୍ତି

What's Your Reaction?

like

dislike

love

funny

angry

sad

wow