ବର୍ଷାଂତ ଶପଥ

ବର୍ଷାଂତ ଶପଥ
ବର୍ଷଟେ ସରିବ , ରହିଲା କେତେଟା ଦିନ ହୋଇସାରିବଣି ବହୁବିଧ ଆୟୋଜନ ବନଭୋଜି ସ୍ଥାନେ ଉଷ୍ଣ ମଦିରା ପାନ ସହିତ ରହିବେ ସଖା ସହଚର ଗଣ ଏଥର କରିବା ସତରେ କି ଏକ ଶପଥ ପଛୁଆଳ ନୋହି ବାଛିବା ନିଜସ୍ବ ପଥ ନିଶ୍ଚୟ କରିବା ସ୍ବଭାଷା ଲିଖନ ପଠନ ବର୍ଷକ ମଧ୍ଯରେ ବଢାଇବା ତାର ମାନ ଅନ୍ଯମାନେ ଯାହା କରିବେ କରଂତୁ ପ୍ରଥା ଅନୁସାରେ ଯାହା ବି ପାରଂତୁ ଆମେ କିଂତୁ ଆମ ଭାଷା କହି ଆଉ ଲେଖି ସମୟ ସାରିବା ମହାକାଳ ଥିବ ସାକ୍ଷୀ ଆମ ପୁଅ ନାତି ଦେଇପାରିବେନି ଦୋଷ ପାଇବା ସଭିଏଁ ବାଂଛିତ ଆତ୍ମ ସଂତୋଷ

What's Your Reaction?

like

dislike

love

funny

angry

sad

wow