ବିଚାର୍‌ ଶେଷ୍‌

କଚ୍‌ରିନ ଥିଲା ବିଚାର୍‌ ଡେଟ୍‌ ଜିତୁ ଆରୁ ହାରୁ ପଡ଼୍‌ଲେ ଭେଟ୍‌ ଜିତୁର୍‌ ଓକିଲ୍‌ କଲେଜ୍‌ ମେଟ୍‌ ହାରୁ ଗନିଦେସି ଡବଲ୍‌ ରେଟ୍‌ ଦୁଇ ଜନ୍‌ ଓକିଲ୍‌ ରଡ଼ା ରଡ଼ି କୋର୍ଟ୍‌ ପିଅନ୍‌ ଦେଖ୍‌ସି ଘଡ଼ି ଲମି ଯାଇଛେ ଲଂବା ଧାଡ଼ି ମୁକ୍‌ଦମାଖୋର୍‌ ଯେତେ ଅନାଡ଼ି ଜିତୁ କହେଲା : ଶୁନ୍‌ ରେ ଭାଇ ହାରିଗଲୁ ଯେ ସରି ନାଇଁଯାଇ ମୁଇଁ ଜିତ୍‌ଲିଁ ଯେ କାଣା ପାଏଲିଁ ଇନୁ ସେନ୍‌କେ ଚୁଛେଢ଼ଁ ଧାଏଁଲି ହାରୁ ପଚ୍‌ରାଲା : କହୁଛୁ କାଣା ଟିକେ ଭିଲ୍‌ ନାଇଁପଡ଼େ ଜଣା ବଂଦ୍‌ କରିଦଉଁ ବିଚାର୍‌ ରେସ୍‌ ଗାଲି ଗୁଲ୍‌ମାଲ୍‌ ତୁର୍‌ତି ଶେଷ୍‌ ଜିତୁର୍‌ ଗାଡ଼ିନ ବସ୍‌ଲା ହାରୁ କହେଲା : ଜଲ୍‌ଦି ଘର୍‌କେ ଫିରୁଁ ପଟିଗଲା ସବୁ ଝଗ୍‌ଡ଼ା ଝାଁଟି ମିଛେଁ ହଊଥିଲାଁ ଗୁଲେଇଘାଁଟି ଜିତୁ ଦେଖାଲା ନିଲଜ୍‌ ହଁସି ଅର୍‌କଲେଁ ଯାଇଥିଲାଁ ଫସି କରିଦଉଁ ଇନ ବିଚାର୍‌ ଶେଷ୍‌ ଲୁକେ ଜାନୁନ୍‌ ଇଟା କେନ୍‌ତା ଦେଶ୍‌

What's Your Reaction?

like

dislike

love

funny

angry

sad

wow