ରତ୍ନ ଭଂଡାର ମନ

ଶୁଣିସାରି କିଛି ମନେ ନ ରଖିଲେ ଉଭେଇଯାଏ ଶବ୍ଦ କହାଶୁଣା କାମ କରିଚାଲିଛୁଁ ହୋଇ ଆପେ ନିଜେ ମୁଗ୍‌ଧ ମନକୁ କରିଛୁଁ ରାଜପଥ ଭଳି ଚଳେ ମାଳମାଳ ଗାଡ଼ି ଗୋଟିଏ ବି ସେଠି ଅଟକେନାହିଁ ଆଗକୁ ଯାଏ ମାଡ଼ି ଗାଡ଼ି ଗଣି ଗଣି ଯେଉଁ ଲୋକଟି ମନେମନେ ହୁଏ ଖୁସି ଅଛି କି ଏଠାରେ କିଂବା କେଉଁଠାରେ ତାଠାରୁ ଅଜ୍ଞାନ ବେଶି ? ବଛା ବଛା ସବୁ ଭାବନା ଚଳିଲେ ସୁଂଦର ହୁଏ ମନ ମନକୁ ରତ୍ନ ଭଂଡାର ବନାଉଁ ସବୁବେଳେ କରି ଯତ୍ନ

What's Your Reaction?

like

dislike

love

funny

angry

sad

wow