ସଂଖ୍ୟା ଉଚ୍ଚାରଣ ୨

ସଂଖ୍ୟା ଦୁଇ ଓ ତିନି ଚାରି ଦି ତିନ୍‌ ଓ ଚାର୍‌ ଦେଲେ କରି ଏମିତି ବହୁବିଧ ଧ୍ବନି ହୁଏନା ସହଜରେ ଚିହ୍ନି ଛଅଟି ବଦଳରେ ଛଟି ନଅଟି ପରିବର୍ତେ ନଟି ଷୋହଳ ଛାଡ଼ି କହୁଁ ଷୋଳ ଭାଷାରେ ହୁଏ ଗଂଡଗୋଳ ଏଗାର କାହିଢ଼ଁକି ଏଗାର୍‌ ବାର ବି କିଆଁ ହୁଏ ବାର୍‌ ତେର ବି ତେର୍‌ କିଆଁ କହ ବୁଝାଇ ଥରେ କହି ଦିଅ ବାଇଶ କାହିଢ଼ଁକି ବାଇଶି ତିରିଶ କିପାଇଁ ତିରିଶି ତେଇଶ ହୋଇଲେ ତେଇଶି ଚାଳିଶ କହିଲେ ଚାଳିଶି ଭାଷାର ବିକାଶ ହୁଏ କି ନିଜକୁ ପଚାର ବିବେକୀ ଧାରାଛଡ଼ା ଯା ରୀତି ପ୍ରଥା ନ ପାଳୁଁ ସେ ସବୁ ଅଯଥା

What's Your Reaction?

like

dislike

love

funny

angry

sad

wow