ସଂଖ୍ୟାକ୍ଷର

ଏକରୁ କୋଡ଼ିଏ ପର୍ଯଂତ ସଂଖ୍ୟା ଓ ଅକ୍ଷର ସହିତ ପିଲାଏ ଶିଖିଲେ ଲିଖନ ବଢିବ ଶୀଘ୍ର ଲିପି ଜ୍ଞାନ ପାଂଚଟି ମୁଖ୍ୟ ସ୍ବରବର୍ଣ ସହିତ ଛଅ ସ୍ବରଚିହ୍ନ ସାଂଗରେ ହେବ ପରିଚୟ ନ ଥବ ଲିପି ପ୍ରତି ଭୟ ଅ ରହେ ଛଅ ଓ ନଅରେ ଆ ଥାଏ ଆଠ ଅକ୍ଷରରେ ଇ ଦୁଇ ଊଣେଇଶ ଠାରେ ଉ ଅଛି ଚଉଦ ମଝିରେ ଊ ଦେଖ ଊଣେଇଶ ଠାରେ ଏ ତ ଏଗାର କୋଡ଼ିଏରେ କଚଛ ଠତଦ ନପର ଶ ଓ ସ ଅବନା ଅକ୍ଷର ରହିଛି ଏକ ଛଅ ନଅ ଦଶ ଚଉଦ ଦେଖିନିଅ ପଂଦର ସତର ଅଠର କେଉଁଠି ନାହିଢ଼ଁ ମାତ୍ରାକ୍ଷର ଆ କାର ଚାରି ପାଂଚ ସାତ ଏଗାର ଓ ବାର ସହିତ ତିନି ଓ ଚାରିରେ ଇ କାର ଉ କାର ଦୁଇରୁ ବାହାର ଊ କାର ଶୂନରୁ ମିଳିବ ଏ କାର ତେରରୁ ଗଳିବ ଓ କାର କୋଡ଼ିଏ ଷୋହଳ ଏ ଲିପି ଲିଖନ କୌଶଳ କଗଚ ଛଠଡ଼ ଣତଦ ନପବ ରଳଶ ଷସହ ଏହି ଅଠର ବର୍ଣ ଶିଖି ତହିଁରେ ମାତ୍ରା ସବୁ ଯୋଖି ଶବ୍ଦ ଲେଖଂତୁ ଶିଶୁଗଣ ଲିପିର ଘଟିବ ଉତ୍‌ଥାନ

What's Your Reaction?

like

dislike

love

funny

angry

sad

wow