ସ୍ବଦେହ ମନୋରଥ

ମନରେ ବ୍ରହ୍ମ ଚିଂତା ଧରି ଘରରୁ ଆସିଲେ ବାହାରି ସଂସାର ମନୋହର ଭାରି ସତରେ ଆମର ସବୁରି ସୁଖ ସଂଧାନ ଶିଖିନାହୁଁ ଅଯଥା ଦୁଃଖ ପାଉଥାଉଁ ଯାହା ବି ରହିଛି ଭିତରେ କିପରି ମିଳିବ ବାହାରେ ? କିପାଇଁ ଏତେ ଲାଜ ଡର ଏ ସାରା ସଂସାର ଆମର ଯାହାକୁ କହୁଛଂତି ବିଶ୍ବ ତାହା ତ ଆମର ନିଜସ୍ବ ବାଛିବା ବଂଚିବାର ପଥ ସ୍ବଦେହ ଅଟେ ମନୋରଥ

What's Your Reaction?

like

dislike

love

funny

angry

sad

wow