ଏମିତି ଲେଖା ହୁଏ

ଆକୁ ତାକୁ ମାଗି ଚଳୁଚି ଯିଏ ଏହାକୁ ତାହାକୁ ମାଗୁଛି ସିଏ ମୁଖେ ତାର ଲଜ୍ଜା ନାଇଁ ଟିକିଏ ତାହା ମୁହେଁ ନାହିଁ ଲାଜ ଟିକିଏ ଜାଇଁଲ ୟାଯୋଗୁଁ ମୁଁ ହଟ୍ଟହଟ୍ଟା ଜାଣିଲ ତା ଯୋଗୁଁ ମୁଁ ହଟହଟା ପ୍ରତ୍ୟେହ କରୁଚି ମଜ୍ଜା ଓ ଥଟା ପ୍ରତ୍ୟହ କରୁଛି ମଜା ଓ ଥଟ୍ଟା କାଲି ସୁଧା ଯୋଉ ପିଲା ଆସିବ କାଲି ସୁଦ୍ଧା ଯେଉଁ ପିଲା ଆସିବ ସଠିକ ଭାବେରେ ବିଲ ଚଷିବ ଠିକ୍‌ ବାଗରେ ସେ ବିଲ ଚଷିବ ଇଛା ହୁଏ ମୋର ସବୁ ସଂପତି ଇଚ୍ଛା ହୁଏ ମୋର ସବୁ ସଂପତ୍ତି ନିର୍ଦ୍ଧିଷ୍ଟ ନୋକଙ୍କୁ ବାଣ୍ଟି ଦିଅନ୍ତି ନିର୍ଦିଷ୍ଟ ଲୋକଂକୁ ବାଂଟି ଦିଅଂତି ଜଣିଏ ଦୁଶୁନି ଏମେତି ପିଲା ଜଣେ ଦିଶୁନାହିଁ ଏମିତି ପିଲା କଥା ବଡ ବଡ କାମେରେ ଢିଲ୍ଲା କଥା ବଡ଼ ବଡ଼ କାମରେ ଢିଲା ସମ୍ମାନୀୟ ଗୁରୁଦେବଙ୍କୁ ଡ଼ାକି ମାନନୀୟ ଗୁରୁଦେବଂକୁ ଡାକି ଏଇ ତକ କଥା କହି ଦେବିକି ଏହି ସବୁ କଥା କହିଦେବି କି ?

What's Your Reaction?

like

dislike

love

funny

angry

sad

wow