କ୍ଷମା ମାଗିଦେଲେ...

କ୍ଷମା ମାଗିଦେଲେ...
କ୍ଷମା ମାଗିଦେଲେ କେଭେଁ କାହାର୍ କମ୍ ନାଇଁହୁଏ ମାନ୍ କଥା କଥାଥିଁ ହେଇଯାଏସି ସମସ୍ଯା ସମାଧାନ୍ ତଥାପି ଲୁକେ ରେଣୁଥିସନ୍ ସେହି ଗୁଟେ ପଦ୍ କଥା ହେଥିର୍ ଲାଗି ତ ବଢିଯାଏସି ବହୁତ୍ ଅବ୍ଯବସ୍ଥା ବଡ଼୍ ହେଲେ ଭିଲ୍ ମୁନୁଷ୍ ମାନେ ରହେସନ୍ ହେଇ ଛୁଆ ଦିହି ବଡ଼୍ ହେସି , ମନ୍ ରହିଥିସି ଗୁଟାରଂଗେ ଭକୁଆ ବେଠିକ୍ କଥାଟେ ବାହାରିଗଲେ ଟୁଁଡ଼ୁଁ କେଭେଁ ଘାଏ ଯଦି ତାକେ ବାର୍ ବାର୍ କହେବାର୍ ଆଏ ଗୁଆଁର୍ ଲୁକର୍ ବୁଦ୍ଧି

What's Your Reaction?

like

dislike

love

funny

angry

sad

wow