ଗଛ, ଫୁଲ, ମହୁ

ଚିହ୍ନି ନାହିଁ ଯିଏ ଭାଷାବୃକ୍ଷର ଚେର ଗଂଡି କାଂଡ ଡାଳ ଗୋଟାଉଥାଏ ସେ ଝଡ଼ିପଡ଼ିଥିବା ପତର ଆଉ ଫୁଲ ପଚାରେ ସଭିଂକୁ... କାହିଁକି ଏମିତି ଝଡ଼ୁଛି ପତର ଫୁଲ ? ପୁନର୍ବାର ସବୁ ଗଛରେ ଯୋଡ଼ିବା ଚାଲ ଭାଷାପ୍ରେମୀ ଚାଲ ବୁଝିନାହିଁ ଯିଏ ଭାଷାର ସ୍ବଭାବ ଝୁରି ଝୁରି କାଟେ କାଳ କଳ୍ପିତ ଅତୀତ ଫେରାଇ ନ ପାରି ହେଉଥାଏ କଲବଲ ଭ୍ରମର ସହିତ ପ୍ରଜାପତିମାନେ ଫୁଲରୁ ଖାଆଂତି ମହୁ ସଂଚୟକାରୀ ମହୁମାଛି କହେ... ଏ ମହୁ ଫେଣାରେ ରହୁ ପ୍ରଜାପତିମାନେ ଅତି ସୁଂଦର ଆଖି ପାଇଁ ଅନୁପମ ଅଦେଖା ଅଶୁଣା ରହି ମହୁମାଛି କରୁଥାଏ ପରିଶ୍ରମ

What's Your Reaction?

like

dislike

love

funny

angry

sad

wow