ପ୍ରାଚୀନତା ପ୍ରୀତି

ଯେତେ ପ୍ରାଚୀନ ଅସ୍ତ୍ରଶସ୍ତ୍ର ସହିତ ସୂକ୍ଷ୍ମ ଅଂଗବସ୍ତ୍ର ଅନେକ ଅପଠିତ ଶାସ୍ତ୍ର ଏଠାରେ ଗଚ୍ଛିତ ଏକତ୍ର ସୂତ୍ର ନ ହୁଏ ଯଦି ବସ୍ତ୍ର କେବଳ ନାମକୁ ପବିତ୍ର ବୋଲାଇ ଦେହେ ଥାଏ ଲାଖି କିଛି ବି ଘୋଡ଼ାଇ ପାରେ କି ? ଶବ୍ଦ ଯୋଡ଼ିଲେ ହୁଏ ବାକ୍ୟ ଏହା କରିଲେ ଟିକେ ଲକ୍ଷ୍ୟ କେବଳ ଶବ୍ଦଟିଏ କହି କେହି ତ ଚୁପ୍‌ ରହେନାହିଁ ଗୁଂଥି ଶବ୍ଦର ଲଂବା ମାଳ ଭାବ ଓ ଜ୍ଞାନର ସଂବଳ ଲୋକେ କରଂତି ପ୍ରଦର୍ଶନ ପର ଭାଷାରେ ଘନ ଘନ ପ୍ରାଚୀନ ପ୍ରତି ଏତେ ପ୍ରୀତି କରିଚାଲିଛି ଖୁବ୍‌ କ୍ଷତି ବୁଝୁନି ବ୍ୟକ୍ତି କିଂବା ଜାତି ଅଟକି ରହିଛି ପ୍ରଗତି

What's Your Reaction?

like

dislike

love

funny

angry

sad

wow