ମୁଇଁ ନାଇଁପାରେଁ

ମୁଇଁ ନାଇଁପାରେଁ
ମୁଇଁ ନାଇଁପାରେଁ... ବଲି ଭାବୁଥିଲେଁ ସତେ ନାଇଁହୁଏ କରି ବୁତା ବାଛି ଥରେ ମୂଲ୍ କରିଦେଲେ ଜ ଲ୍ ଦି ଯାଏସି ସରି ନିଜର୍ ବ ଲ୍ କେ ସଂଦେହ କଲେ ସବୁ କଡ଼ା ଲାଗୁଥିସି ବିଶ୍ବାସ୍ ଧରି କରି ବ ସ୍ ଲେ ଭା ବ୍ ନା ସତ୍ ହେସି

What's Your Reaction?

like

dislike

love

funny

angry

sad

wow