ଲୋକଛଡ଼ା ଭାଷା

ଲୋକଛଡ଼ା ଭାଷା
ପାଠକ ଉପରେ ପରଂପରା ଲଦି ..................... ପରମ୍ପରା ଲଦି ଲେଖକ ପାଆଂତି ସୁଖ ଅପଠିତ ହୋଇ ପଡ଼ି ରହିଥାଏ ମୁଦ୍ରିତ ପୁସ୍ତକ ଥାକ ଲୋକେ କହଂତି ' ଏବେ , ଇହାଦେ ' ଲେଖାହୁଏ ' ବର୍ତ୍ତମାନ ' ଜଣେ ବି ନାହାଂତି ଯେ କରିପାରଂତି ' ବ ର୍ ତ୍ତ ମା ନ ' ଉଚ୍ଚାରଣ ଲୋକଛଡ଼ା ହୋଇ ଆଉ କେତେ ବେଳ ଲେଖା ହେବ ଏହି ଭାଷା ଲୋକ ଅନୁଗତ ନ ହୋଇ ସଭିଏଁ ଭୋଗୁଅଛୁଁ ଦୁର୍ଦଶା ............. ଦୁର୍ଦ୍ଦଶା ସରଳ ହେଲେ ହିଁ ବ୍ୟାପକ ହୁଏ ଯେ କୌଣସି ଏକ ଭାଷା ସୀମିତ ରହିଲେ ଜଟିଳ ରୂପରେ ସଂଚାର କରେନା ଆଶା

What's Your Reaction?

like

dislike

love

funny

angry

sad

wow