ମୂକ ଅପାରଗ ସାକ୍ଷୀ

ମନବୃତି ନାଇଁ ଅବି କରିବାକୁ ଯୁଧ୍ୟ ବୃଧ୍ୟ ନୋକ ଆଜ ନିଜ ଶୀମାରେ ଆବଧ୍ୟ ଜାଇଁଲ ଏକଥା ଏବେ ପଠଉଚି ନେଖି ଦୁଖିନୀ ଦୁଃଭାଗ୍ୟବତୀ ମୁର୍ମୁଶୁ ଭାଷାର କେହି ଗୋଟେ ମୁକ ଆଉ ଅପାରଗ ସାଖୀ କୁହ କୁହ... ଶୁଣିଲି ତ ଆକୁ ମୁଁ କୁହିଲି ରୁହ ରୁହ... ଶୁଣିବାରୁ ହଟାଥ୍‌ ରୁହିଲି ସଂଶୋଧିତ ରୂପ ମନୋବୃତ୍ତି ନାହିଁ ଏବେ କରିବାକୁ ଯୁଦ୍ଧ ବୃଦ୍ଧ ଲୋକ ଆଜି ନିଜ ସୀମାରେ ଆବଦ୍ଧ ଜାଣିଲ , ଏ କଥା ଏବେ ପଠାଉଛିଁ ଲେଖି ଦୁଃଖିନୀ ଦୁର୍ଭାଗ୍ୟବତୀ ମୁମୂର୍ଷୁ ଭାଷାର କେହି ଜଣେ ମୂକ ଆଉ ଅପାରଗ ସାକ୍ଷୀ କୁହ କୁହ... ଶୁଣି ସୁଦ୍ଧା ଏହା ମୁଁ କହିଲି ରୁହ ରୁହ... ଶୁଣିବାରୁ ହଠାତ୍‌ ରହିଲି

What's Your Reaction?

like

dislike

love

funny

angry

sad

wow