ଇଥର ଲେଖୁଁ
ଆମର୍ ଭାଷାକେ ଲୁକେଇ ରଖିଛୁଁ
କିଏ କେ ନ୍ ତେ ଇ ଜା ନ୍ ବା
ନାଇଁ ଶୁନାଲେଁ , ନାଇଁ ଦେଖାଲେଁ
କିଏ କାଁକରି ମା ନ୍ ବା ?
ଆମେ ସଭେ ଭାଷା କହେଲେ ଲେ ଖ୍ ଲେ
ଭାଷା ଶୁ ଭ୍ ବା , ଦି ଶ୍ ବା
ତାହେରୁଁ ଦେଶର୍ ଭାଷା ଗୁହୁଡ଼ିଥିଁ
ତାର୍ ତାର୍ ଯାଇ ମି ଶ୍ ବା
ଭାଷାକେ ମନୁ ଟୁଁଡ଼୍ ତକ୍ ଆନୁ
ପା ର୍ ବା ଜରୁର୍ ବଢି
ଇଟା ନାଇଁକଲେଁ ମନ୍ ଭି ତ୍ ରେଁ
ଚୁଛେଁ ରହିଥିବା ପଡ଼ି
କୁଟେ ଲୁକର୍ ଜୀ ବ୍ ନ ର୍ ଭାଷା
ଆମର୍ ଭାବର୍ ଭ ର୍ ସା ଆଶା
ଇଥର ଲେଖୁଁ , ଦେଖୁ ଓଡ଼ିଶା
ଚିହ୍ନୁ ବୁଝୁ ଜାନୁ ଓଡ଼ିଶା
ସ୍ବୀକାର୍ କରୁ , ମାନୁ ଓଡ଼ିଶା
ଆମର୍ ଭାଷାର୍ ହଉ ସୁଦଶା