ଏକ୍‌ଲା ଆଏଢ଼ଁ ମୁଇଁ

ଆମେ ବଏଲେ କାମ୍‌ ଅଟ୍‌କିସି ମୁଇଁ ପାରସିଁ କରି ଚଲ୍‌ବାକେ ହେସି ଇ ସଂସାରେ ଏକ୍‌ଲା ଜୀବନ୍‌ ଧରି ଏକ୍‌ଲା ଜନମ୍‌ ହେଇଛେଁ ମୁଇଢ଼ଁ ଏକ୍‌ଲା ଯିମି ମରି ଯେନ୍‌ କାମ୍‌ଥିଁ ମନ୍‌ ଲାଗ୍‌ସି ଏକ୍‌ଲା ଦେସିଁ ସାରି କେହି ଡାକ୍‌ଲେ ନାଇଁ ଯାଏଁ କି କାହାକେ ନାଇଁ ଡାକେଢ଼ଁ ନିଜର୍‌ ବୁତା ଉସ୍‌ରାବାକେ ଘଡ଼େ ଛନେ ନାଇଁ ଟାକେଁ ବନେଇଛେଁ ମୁଇଁ ବଡ଼ା ଯତ୍‌ନେ ମୋର୍‌ ସାନ୍‌ ଟିଁଚୋ ସଂସାର୍‌ ବଡ଼୍‌ ସଂସାରେ ଯାହା ହେଲେଁ ଭିଲ୍‌ କରୁଥିସିଁ ସ୍ବୀକାର୍‌ ଉନିଆ କାହାକେ ବତାମି କିଛି ନାଇଁ ପାଇ ଅଧିକାର୍‌ ମୁଇଁ ଧ୍ୟାନ୍‌ ଦେଇ ବୁତା କରିଦେଲେଁ ସମ୍‌କର୍‌ ହେବା ଉପକାର୍‌

What's Your Reaction?

like

dislike

love

funny

angry

sad

wow