ଯାହାର୍‌ ଯେନ୍‌ତା ରୁଚି

ଓଡ଼ିଆ ସାହିତ୍ୟ

ଯାହାର୍‌ ଯେନ୍‌ତା ରୁଚି
ଦେଖା ଶୁନା ଆଡ଼େ କାହାର୍‌ ମନ୍‌ ଲେଖା ପଢ଼ା ଆଡ଼େ କାହାର୍‌ ଯେନ୍‌କେ ଯାହାର୍‌ ମନ୍‌ ଘିଚିହେସି ସେ ଆଏ ଅବ୍‌ଗା ତାହାର୍‌ ' ଲେଖାଶ୍ରିତ୍‌ ' ଭାଷାର୍‌ ସାହିତ୍ୟ ରସିଆ ପାଠକ୍‌ ଲେଖକ୍‌ ମିଶୁନ୍‌ ଅକ୍ଷର୍‌ ଲେଖି ସମିଆର୍‌ ସାକ୍ଷୀ ଆଉର୍‌ ଉଜଲ୍‌ ଦିଶୁନ୍‌ ନାଟୁଆ ନାଇଁଜାନେ କବିତା ଲେଖି କବି ନାଇଁପାରେ ନାଚି ନିଜର୍‌ ପ୍ରତିଭା ତହଁକ୍‌ ସଂଭାଲି ଭାବ୍‌ନା ଦଉନ୍‌ ବିଛି ସଭେ ଆଉଁ ଆମର୍‌ ଭାଷାର୍‌ ସେବକ୍‌ ଭିନ୍‌ ଭିନ୍‌ ଆଏ ରୁଚି ଜହ ଗୁଲାଗୁପା ନାଇଁ କର୍‌ଲେଁ ଚୁବ୍‌ଲା ହତ୍‌ଲା ନାଇଁ କର୍‌ଲେଁ ଶୃଂଖଲା ମାନି ଲେଖକ୍‌ ଚଲ୍‌ଲେଁ ଭାବ୍‌ନା ପାର୍‌ମା ସଁଚି ଭାଷା ରହିଥିବା ବଁଚି

What's Your Reaction?

like

dislike

love

funny

angry

sad

wow