ଲୋକଭାଷା ଲେଖକଭାଷା

ଲୋକଭାଷା ଲେଖକଭାଷା
ଲୋକଭାଷାରେ ..... ଖରଚ ମୁରୁଛନା ଭାରିଯା ଆରତ କରତା ମୁରତି ନିରିଦୟ ଗରବ ଭଳି ଶବ୍ଦ ସେ ସମୟର କବିତାରେ ଏବେ ବି ରହିଛି' ଲେଖକଭାଷାରେ ଏବେ ଖର୍ଚ୍ଚ ମୂର୍ଚ୍ଛନା ଭାର୍ଯ୍ୟା ଆର୍ତ୍ତ କର୍ତ୍ତା ମୂର୍ତ୍ତି ନିର୍ଦ୍ଦୟ ...ଦିଶୁଛି . ପ୍ରଶ୍ନ : କିଏ କାହାକୁ ଛାଡ଼ିଛି ? ଲୋକମାନେ ଲେଖକମାନଂକୁ ନା ଲେଖକମାନେ ଲୋକଂକୁ ? ଲୋକଂକୁ ଉପେକ୍ଷା କରି ଭାଷା ଓ ସାହିତ୍ଯ ତିଷ୍ଠିବ କେଉଁଠି ?

What's Your Reaction?

like

dislike

love

funny

angry

sad

wow