ଶିକ୍ଷା ସ୍ବାସ୍ଥ୍ୟ ବେପାର୍‌

ପାସ୍‌ କଲେଁ କାହାର୍‌ ଲାଭ୍‌ ନାଇଢ଼ଁହୁଏ ଫେଲ୍‌ ହେଲେଁ ନାଇଁ କ୍ଷତି କାଁକରି କାଣା ପଢି ପଢାସନ୍‌ ଜନା ନାଇଁ ଶିକ୍ଷା ନୀତି ଶିକ୍ଷାଦାତାର୍‌ ସୁବିଧା ଲାଗି ପଢାହେସି ଜୁନ୍‌ହାଁ ପାଠ୍‌ ଗାଆଁ ଗାଆଁକେ ଗେସ୍‌ ଗଲାନ ଇମାନେ କାଟ୍‌ସନ୍‌ କାଠ୍‌ ଯୁଗ୍‌ କେତେ ବାଟେଁ ଆଗ୍‌କେ ବଢୁଛେ ଶିକ୍ଷା ସେହି ଗୁଟେ ବାଟେଁ ନାଇଁଯାଇ ଚୁଛେଢ଼ଁ କିଂଦ୍‌ରୁଥିସି ଘିନାଲି ବିହୀନ୍‌ ହାଟେଢ଼ଁ ଯେନ୍‌ମାନେ ଦେସନ୍‌ କାମ୍‌ କି ଚାକ୍‌ରି ସେମାନ୍‌କୁଢ଼ଁ ନାଇଁ ପଚାରି ମନ୍‌ଇଚ୍ଛା ମାନି ଶିଖାଲେଢ଼ଢ଼ଁ ପିଲାକେ କିଛି ନାଇଁପାରେ କରି ସର୍‌କାର୍‌ ହର୍‌ଘଡ଼ି କରୁଥିସି ନିଜର୍‌ ଯାହା ଦର୍‌କାର୍‌ ହେଥିର୍‌ ଲାଗି ତ ଶିକ୍ଷା ସ୍ବାସ୍ଥ୍ୟ ହେଇଯାଇଛେ ବେପାର୍‌ ନିର୍ଧନ୍‌ ଅଜ୍ଞାନ୍‌ ଯାହା କଲେଁ ଭିଲ୍‌ ନିଶ୍‌ଚେ ମର୍‌ବା ଦୁଖେଁ ଧନ୍‌ବାନ୍‌ ଲୋକ୍‌ କିଛି ନାଇଁ କରି ରହିପାର୍‌ସି ସୁଖେଁ

What's Your Reaction?

like

dislike

love

funny

angry

sad

wow