ଏଭର୍‌ ପିଲେ

ନୁହେ ଆଁକ୍‌ରେ ଡାଢି କି ମେଛା ପିଲେ ଧର୍‌ଲେନ ଟୁକେଲ୍‌ ପିଛା କେନ୍‌ କାଁଥି ପଛ୍‌, ଗଛର୍‌ ତଲ୍‌ ଯାହିଁ ଦେଖ୍‌ଲେ ଦଲ୍‌କେ ଦଲ୍‌ କଥା ଲାଗିଲାଗି ସର୍‌ସି ବେଲ୍‌ ପରୀକ୍ଷାଥିଁ ଅଧେ ହେସନ୍‌ ଫେଲ୍‌ କିଏ କାଣା ଆଏ ନାଇନ ଜନା ଭେଟ୍‌ ନାଇଁ ହେଲେ ବଡ଼ା ଦୁଖ୍‌ମନା ଘର୍‌ ଘର୍‌ ବୁଲି ଚାଂଦା ଉଖ୍‌ରା କାମେ ବୁଲ୍‌ସନ୍‌ ପରାକେ ପରା କେତେ ଆଏଲା କେନ୍‌କେ ଗଲା ନାଇଁ ବୁଝ୍‌ବାର୍‌ ଏଭର୍‌ ପିଲା ନାଚ୍‌ ଗାନା ଆରୁ ଗମାତ୍‌ ମସ୍ତି ଦୁଲ୍‌କେଇ ଦେଲେ ମୁନୁଷ୍‌ ବସ୍ତି ଇମାନ୍‌କୁଁ ଲାଗ୍‌ସି ଅଏସୋ ମଜା ପାସ୍‌ରି ଦେଲେନ ଅବ୍‌ଗା ପୂଜା ଟିଉସନ୍‌ ଠାନେ ଗୁହୁଡ଼େ ଜମା ନାଇଁ ପୂର୍ଣଚ୍ଛେଦ୍‌ ନାଇନ କମା ବକ୍‌ବକ୍‌ ହେସି ସିଆନ୍‌ ମାଷ୍ଟର୍ କେଭେଢ଼ଁ ନାଇଁଧରେ ଚକ୍‌ ଡଷ୍ଟର୍‌ ତାର୍‌ ଦର୍‌ପଚା କଥେନ୍‌ ଶୁନି ହଜାର୍‌ ହଜାର୍‌ ଦେସନ୍‌ ଗନି ପରୀକ୍ଷା ବେଲେ ମାଷ୍ଟର୍ ଆଜ୍ଞା ଡାକ୍‌ବେ ଉତ୍ତର୍‌ କଲେ ପ୍ରତିଜ୍ଞା ଇନ୍‌ତା ଯେନର୍‌ ଯୁଆନ୍‌ ପିଲା ସଭେ ତ ହେଲେନ ନିସତ୍‌ ଢିଲା ଦିମାଗ୍‌ଥିଁ ପଡ଼ିଯାଇଛେ ତାଲା ଇ ବେଲା କାଁକରି ଇନ୍‌ତା ହେଲା ?

What's Your Reaction?

like

dislike

love

funny

angry

sad

wow