ଗୁଟେ ଛତ୍ରି ତଲେଁ
ଯାହାର୍ନୁ ପାଇ ପିଇ ଖାଇ
ଯେ ତାର୍ ଗୁଣ୍ ଯାଏସି ଗାଇ
ସେ ଭାବ୍ସି ବଢେ ହୁସିଆର୍
ବୋଲ୍ ମାନୁଥିସି ଗୁସିଆଁର୍
ଇନ୍ତା ରଜାଘରିଆ ଖେଲ୍
ଲୁକେ ଖେଲ୍ସନ୍ ହେଇ ମେଲ୍
ଲୁକେଇ ରଖି ନିଜର୍ ସତ୍ତା
ସଭେ ଟେକ୍ସନ୍ ଗୁଟେ ଛତା
ଛତ୍ରି ତଲର୍ ନିରାପତ୍ତା
କର୍ସି ମୁନୁଷ୍କେ ହିନିସ୍ତା
ଇଏ ତାକେ, ସେ ଇତାକେ ଟେକି
ଯାଏସନ୍ କଁଚା ଅସତ୍ ବକି
ଯେ ନିଜ୍କେ ଦେଇଥିସି ବିକି
ତାକେ କେହି ନାଇଁରହେ ଟାକି
କେହି ନୁହେ ବଡ଼୍ କେହି ସାନ୍
ସଭେ ସଁଭାଲୁଁ ମହତ୍ ମାନ୍
ଦୁନିଆଁକେ ଘିନାବିକା ଠାନ୍
ବନାଲେ, ସମ୍କର୍ ଅପମାନ୍
କରି କରେଇ ଯାଏସି ଜାନ୍
ନାଇଁହୁଏ କେଭେଁ ବି ଉତ୍ଥାନ୍
ଛତ୍ରି ତଲେଁ ଥିଲେଁ ବସି
ଯେ ମିଛେ ଉସତ୍ ହଉଥିସି
ତାକେ ଘର୍କେ ଆନୁ ଡାକି
ନିଜର୍ ସାଂଗେ ଥାଉଁ ରଖି